ନିୟନ୍ତ୍ରଣ ବାହାରେ ସଂକ୍ରମଣ : ୨୪ ଘଣ୍ଟାରେ ୪.୧୪ ଲକ୍ଷ ସଂକ୍ରମିତ, ୩୯୧୫ ଜଣଙ୍କ ମୃତ୍ୟୁ

କର୍ଣ୍ଣାଟକରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ନୂଆଦିଲ୍ଲୀ : ଭାରତରେ କରୋନାଭାଇରସ୍‌ର ଦ୍ବିତୀୟ ଲହର ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପ୍ରତିଦିନ ଦେଶରେ ସଂକ୍ରମଣ ନୂଆ ରେକର୍ଡ ସୃଷ୍ଟି କରୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ଏବଂ ୪,୧୪,୧୮୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୩୯୧୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ୁଥିବାରୁ ଭୟ ବଢ଼ିଛି। ଦେଶରେ ସକ୍ରିୟ … Continue reading ନିୟନ୍ତ୍ରଣ ବାହାରେ ସଂକ୍ରମଣ : ୨୪ ଘଣ୍ଟାରେ ୪.୧୪ ଲକ୍ଷ ସଂକ୍ରମିତ, ୩୯୧୫ ଜଣଙ୍କ ମୃତ୍ୟୁ